ବାଲେଶ୍ବରରେ ପାଣିଘେରରେ ୫୦ରୁ ଅଧିକ ଗାଁ : ଜଳ ନିଷ୍କାସନ ପ୍ରମୁଖ ସମସ୍ୟା

ବାଲେଶ୍ବର: ଲଗାତାର ୬ ଦିନ ଧରି ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା‌ ପରେ ବାଲେଶ୍ବର ଜିଲ୍ଲାର ପ୍ରମୁଖ ୩ ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀକୂଳବାସୀଙ୍କୁ ଆତଙ୍କିତ କରିଥିଲା। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା‌ରେ ଜଳସ୍ତର କମୁଥିବା ବେଳେ ଜଳକା ନଦୀର ଜଳସ୍ତର ଏବେ ବି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବସ୍ତା ଓ ସଦର ବ୍ଲକର ୧୦ଟି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମବାସୀଙ୍କ ଜୀବନ ଜୀବକା ପ୍ରଭାବିତ ହୋଇଛି। … Continue reading ବାଲେଶ୍ବରରେ ପାଣିଘେରରେ ୫୦ରୁ ଅଧିକ ଗାଁ : ଜଳ ନିଷ୍କାସନ ପ୍ରମୁଖ ସମସ୍ୟା